ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନଈ ଘୁଞ୍ଚିଯିବାରୁ ସୃଷ୍ଟି ହୋଇଥିବା ବାଲିର ଭୂଇଁ
ଉଦାହରଣ : କୃଷକ ପଠାରେ ପରିବା ଚାଷ କରିଛି
ସମକକ୍ଷ : ନଈପଠା
ଅନ୍ୟ ଭାଷାରେ ଅନୁବାଦ :हिन्दी
नदी के हट जाने से निकली हुई या नदी के रेत से बनी हुई भूमि।
ଅର୍ଥ : ଏକ ପ୍ରକାରର ଘାତକ ବ୍ରଣ
ଉଦାହରଣ : ଆପଣଙ୍କ ପିଠିରେ ପଠା ବାହାରିଛି
ସମକକ୍ଷ : ପୃଷ୍ଠବ୍ରଣ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक तरह का फोड़ा जो बहुत घातक होता है।
A painful sore with a hard core filled with pus.
ଅର୍ଥ : ଯେଉଁ ଲମ୍ବା-ଚୌଡ଼ା ଉଞ୍ଚା ଜମି ଆଖପାଖ ଅନ୍ୟ ଜମି ତୁଳନାରେ ଅଧିକ ଉଞ୍ଚା
ଉଦାହରଣ : ଏହି ଜମିରେ ଅଧିକ କୁଦ ଅଛି
ସମକକ୍ଷ : କୁଦ, ଢିପ
वह लम्बा-चौड़ा ऊँचा मैदान जो आस-पास की किसी ओर की ज़मीन से बहुत ऊँचाई पर हो।
A relatively flat highland.
ସଂସ୍ଥାପନ କରନ୍ତୁ