ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଚନାମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଚନାମା   ବିଶେଷ୍ୟ

ଅର୍ଥ : ଅପରାଧ ଘଟିଥିବା ସ୍ଥାନରେ କୌଣସି ପୁଲିସ ଅଧିକାରୀଙ୍କ ଦ୍ବାରା ପ୍ରମାଣ ତଥା ଯାଞ୍ଚ କରାଯିବାର ପ୍ରଥମ ଦସ୍ତାବିଜ

ଉଦାହରଣ : ପଞ୍ଚନାମାରେ କମସେକମ ଦୁଇ ଜଣ ଯାଞ୍ଚ ଅଧିକାରୀ ଏବଂ ଦୁଇ ଜଣ ସାକ୍ଷୀଙ୍କ ହସ୍ତାକ୍ଷର ରହିବା ଜରୁରୀ

ସମକକ୍ଷ : ପଂଚନାମା


ଅନ୍ୟ ଭାଷାରେ ଅନୁବାଦ :

अपराध के घटना-स्थल पर किसी पुलिस अफसर द्वारा प्रमाण तथा जाँच परिणामों की बनाई गई पहली सूची।

पंचनामे में कम से कम दो जाँच अधिकारियों और दो निष्पक्ष गवाहों के हस्ताक्षर होने चाहिए।
पंचनामा, पञ्चनामा

ଅର୍ଥ : ଯେଉଁ କାଗଜରେ ପଞ୍ଚାୟତର ସଦସ୍ୟମାନେ ନିଜର ନିର୍ଣ୍ଣୟ ଲେଖନ୍ତି

ଉଦାହରଣ : ସମସ୍ତ ପଞ୍ଚାୟତର ସଦସ୍ୟ ପଞ୍ଚନାମାରେ ହସ୍ତାକ୍ଷର କଲେ

ସମକକ୍ଷ : ପଞ୍ଚାୟତପତ୍ର


ଅନ୍ୟ ଭାଷାରେ ଅନୁବାଦ :

वह काग़ज़ जिस पर पंचों का अपना निर्णय या फ़ैसला लिखा हो।

सभी पंचों ने पंचनामे पर हस्ताक्षर किए।
पंचनाम, पंचनामा, पञ्चनाम, पञ्चनामा, सालिसनामा