ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଙ୍କଜବାଟିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଙ୍କଜବାଟିକା   ବିଶେଷ୍ୟ

ଅର୍ଥ : ତେର ଅକ୍ଷର ବିଶିଷ୍ଟ ଏକ ବର୍ଣ୍ଣବୃତ୍ତ

ଉଦାହରଣ : ପଙ୍କଜବାଟିକାର ପ୍ରତି ଚରଣରେ ଗୋଟିଏ ଭଗଣ,ଗୋଟିଏ ନଗଣ,ଦୁଇଟି ଜଗଣ ଓ ଶେଷରେ ଏକ ଲଘୁ ଥାଏ

ସମକକ୍ଷ : ପଂକଜବାଟିକା


ଅନ୍ୟ ଭାଷାରେ ଅନୁବାଦ :

तेरह अक्षरों का एक वर्णवृत्त।

पंकजवाटिका के प्रत्येक चरण में एक भगण,एक नगण,दो जगण और अंत में एक लघु होता है।
पंकजवाटिका

(prosody) a system of versification.

poetic rhythm, prosody, rhythmic pattern