ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଂଚନାମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଂଚନାମା   ବିଶେଷ୍ୟ

ଅର୍ଥ : ଅପରାଧ ଘଟିଥିବା ସ୍ଥାନରେ କୌଣସି ପୁଲିସ ଅଧିକାରୀଙ୍କ ଦ୍ବାରା ପ୍ରମାଣ ତଥା ଯାଞ୍ଚ କରାଯିବାର ପ୍ରଥମ ଦସ୍ତାବିଜ

ଉଦାହରଣ : ପଞ୍ଚନାମାରେ କମସେକମ ଦୁଇ ଜଣ ଯାଞ୍ଚ ଅଧିକାରୀ ଏବଂ ଦୁଇ ଜଣ ସାକ୍ଷୀଙ୍କ ହସ୍ତାକ୍ଷର ରହିବା ଜରୁରୀ

ସମକକ୍ଷ : ପଞ୍ଚନାମା


ଅନ୍ୟ ଭାଷାରେ ଅନୁବାଦ :

अपराध के घटना-स्थल पर किसी पुलिस अफसर द्वारा प्रमाण तथा जाँच परिणामों की बनाई गई पहली सूची।

पंचनामे में कम से कम दो जाँच अधिकारियों और दो निष्पक्ष गवाहों के हस्ताक्षर होने चाहिए।
पंचनामा, पञ्चनामा