ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନୀଳଚକ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନୀଳଚକ୍ର   ବିଶେଷ୍ୟ

ଅର୍ଥ : ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଶିଖରରେ ସ୍ଥିତ ଗୋଟିଏ ଚକ୍ର

ଉଦାହରଣ : ନୀଳଚକ୍ର ଅଷ୍ଟଧାତୁରେ ତିଆରି ହୋଇଛି

ସମକକ୍ଷ : ଶ୍ରୀଚକ୍ର


ଅନ୍ୟ ଭାଷାରେ ଅନୁବାଦ :

जगन्नाथजी के मंदिर के शिखर पर स्थित एक चक्र।

नीलचक्र अष्टधातु का बना है।
नीलचक्र, श्री चक्र, श्रीचक्र

ଅର୍ଥ : ଅଶୋକପୁଷ୍ପମଞ୍ଜରୀର ଗୋଟିଏ ଭେଦ

ଉଦାହରଣ : ନୀଳଚକ୍ରରେ ତିରିଶଟି ବର୍ଣ୍ଣ ଥାଏ


ଅନ୍ୟ ଭାଷାରେ ଅନୁବାଦ :

अशोकपुष्पमंजरी का एक भेद।

नीलचक्र में तीस वर्ण होते हैं।
नीलचक्र