ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦୁର୍ଜନ ହେବାର ଅବସ୍ଥା ବା ଭାବ
ଉଦାହରଣ : ଶଠତାଠାରୁ ଦୂରରେ ରୁହ
ସମକକ୍ଷ : ଅଧମତା, ଅସାଧୁ, ଅସାଧୁତା, ଦୁର୍ଜ୍ଜନତା, ଦୁଷ୍ଟ, ଶଠତା
ଅନ୍ୟ ଭାଷାରେ ଅନୁବାଦ :हिन्दी English
दुर्जन होने की अवस्था या भाव।
The quality of being morally wrong in principle or practice.
ଅର୍ଥ : ନିକୃଷ୍ଟ ହେବା ଅବସ୍ଥା ବା ଭାବ
ଉଦାହରଣ : ଆପଣଙ୍କର ଖରାପ କାମ ଆପଣଙ୍କ ନିକୃଷ୍ଟତାକୁ ଦର୍ଶାଉଛି
ସମକକ୍ଷ : ଖଳତା, ନିକୃଷ୍ଟତା, ଶସ୍ତାପଣ
निकृष्ट होने की अवस्था या भाव।
The quality of being cheaply imitative of something better.
ଅର୍ଥ : ଅଧମ ବା ନୀଚହେବାର ଅବସ୍ଥା ବା ଭାବ
ଉଦାହରଣ : ଅଧମତାର ଉପରକୁ ଉଠିଲେହିଁ ସମାଜର ବିକାଶ ସମ୍ଭବ ଅଧମତା କାରଣରୁ ସମାଜରେ କୁପ୍ରବୃତ୍ତିର ପ୍ରସାର ଘଟୁଛି
ସମକକ୍ଷ : ଅଧମତା, ଅପକୃଷ୍ଟତା, ଛୋଟପଣ, ଛୋଟଲୋକୀ, ନୀଚପଣ
अधम या नीच होने की अवस्था या भाव।
ସଂସ୍ଥାପନ କରନ୍ତୁ