ଅର୍ଥ : ଯାହା କୌଣସି କାମ କରେନାହିଁ ବା କୌଣସି କାମରେ ଲାଗେ ନାହିଁ
ଉଦାହରଣ :
ଉତ୍ପ୍ରେରକଗୁଡ଼ିକ କ୍ରିୟାହୀନ
ସମକକ୍ଷ : କ୍ରିୟାରହିତ, କ୍ରିୟାଶୂନ୍ୟ, କ୍ରିୟାହୀନ
ଅନ୍ୟ ଭାଷାରେ ଅନୁବାଦ :
जो क्रिया न करता हो या किसी क्रिया में लगा हुआ न हो।
उत्प्रेरक अक्रिय होते हैं।ଅର୍ଥ : ଯାହାର କ୍ରିୟାଶୀଳତା ବନ୍ଦ ହୋଇଯାଇଛି
ଉଦାହରଣ :
ରୋଗୀ ନିଷ୍କ୍ରିୟ ଅବସ୍ଥାରେ ବିଛଣାରେ ପଡ଼ିଛି
ସମକକ୍ଷ : ସୁପ୍ତ
ଅନ୍ୟ ଭାଷାରେ ଅନୁବାଦ :
In a condition of biological rest or suspended animation.
Dormant buds.