ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ ଇଚ୍ଛା ନାହିଁ
ଉଦାହରଣ : ଇଚ୍ଛାହୀନ ବ୍ୟକ୍ତିଙ୍କ ଜୀବନ ଶାନ୍ତିପୂର୍ଣ୍ଣ ଭାବେ କଟେ
ସମକକ୍ଷ : ଆକାଂକ୍ଷାହୀନ, ଇଚ୍ଛାହୀନ, ନିଷ୍ପୃହ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें इच्छा न हो।
Free from physical desire.
ଅର୍ଥ : ଯେଉଁଥିରେ କାମବାସନା ନାହିଁ
ଉଦାହରଣ : ସ୍ୱାମୀ ବିବେକାନନ୍ଦ କାମନାହୀନ ବ୍ୟକ୍ତି ଥିଲେ
ସମକକ୍ଷ : କାମନାହୀନ, କାମହୀନ, ବାସନାହୀନ
जिसमें काम वासना न हो।
ଅର୍ଥ : ଯାହା କୌଣସି କାମନା ବା ଇଚ୍ଛା ବିନା କରାଯାଏ
ଉଦାହରଣ : ଗୀତାରେ ନିଷ୍କାମ କର୍ମ କରିବାପାଇଁ ଗୁରୁତ୍ୱ ଦିଆଯାଇଛି
ସମକକ୍ଷ : କାମନାହୀନ
जो बिना किसी कामना या इच्छा से किया जाए।
ସଂସ୍ଥାପନ କରନ୍ତୁ