ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶୁଆ   ବିଶେଷ୍ୟ

ଅର୍ଥ : ଯାହାର ବଡ଼ ବଡ଼ ନିଶ ଅଛି

ଉଦାହରଣ : ନିଶୁଆଟି ସେଠି ଛିଡ଼ାହୋଇ ତା ନିଶକୁ ମୋଡ଼ୁଛି

ସମକକ୍ଷ : ନିଶୁଆଲୋକ


ଅନ୍ୟ ଭାଷାରେ ଅନୁବାଦ :

वह जिसकी बड़ी-बड़ी मूँछें हों।

वहाँ खड़ा मुछड़ अपनी मूँछों में कंघी कर रहा है।
मुच्छड़, मुच्छल, मुच्छैल, मुछंदर, मुछड़, मुछियल, मुछैल, मुछ्क्कड़

ନିଶୁଆ   ବିଶେଷଣ

ଅର୍ଥ : ବଡ଼ ବଡ଼ ନିଶ ରଖିବା ବ୍ୟକ୍ତି

ଉଦାହରଣ : ଜଣେ ନିଶୁଆ ବ୍ୟକ୍ତି ଆପଣଙ୍କୁ ଡାକୁଛି


ଅନ୍ୟ ଭାଷାରେ ଅନୁବାଦ :

बड़ी-बड़ी मूँछों वाला।

एक मुछड़ व्यक्ति आपको बुला रहा है।
मुच्छड़, मुच्छल, मुच्छैल, मुछंदर, मुछड़, मुछियल, मुछैल, मुछ्क्कड़