ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ଦେଶନାମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ଦେଶନାମା   ବିଶେଷ୍ୟ

ଅର୍ଥ : ମାନକ ପ୍ରସ୍ତୁତ କରିବା ବା କାର୍ଯ୍ୟବିଧି ନିର୍ଦ୍ଧାରଣରେ ମାର୍ଗଦର୍ଶନ କରାଉଥିବା ବିସ୍ତୁତଯୋଜନା ବା ସ୍ପଷ୍ଟୀକରଣ

ଉଦାହରଣ : ବ୍ୟାଙ୍କ ଅଧିକାରୀ ନୂଆ ନିର୍ଦେଶ-ନାମା ପଠାଇଛନ୍ତି

ସମକକ୍ଷ : ନିର୍ଦେଶ ନାମା, ନିର୍ଦେଶ-ନାମା, ମାର୍ଗପନ୍ଥା


ଅନ୍ୟ ଭାଷାରେ ଅନୁବାଦ :

मानक तैयार करने या कार्यविधि निर्धारण में मार्गदर्शन करने वाली विस्तृत योजना या स्पष्टीकरण।

बैंक अधिकारी ने नए दिशा-निर्देश भेजे हैं।
गाइडलाइन, दिशा निर्देश, दिशा-निर्देश, दिशानिर्देश

A detailed plan or explanation to guide you in setting standards or determining a course of action.

The president said he had a road map for normalizing relations with Vietnam.
guideline, road map