ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିର୍ଦେଶ ନାମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିର୍ଦେଶ ନାମା   ବିଶେଷ୍ୟ

ଅର୍ଥ : ମାନକ ପ୍ରସ୍ତୁତ କରିବା ବା କାର୍ଯ୍ୟବିଧି ନିର୍ଦ୍ଧାରଣରେ ମାର୍ଗଦର୍ଶନ କରାଉଥିବା ବିସ୍ତୁତଯୋଜନା ବା ସ୍ପଷ୍ଟୀକରଣ

ଉଦାହରଣ : ବ୍ୟାଙ୍କ ଅଧିକାରୀ ନୂଆ ନିର୍ଦେଶ-ନାମା ପଠାଇଛନ୍ତି

ସମକକ୍ଷ : ନିର୍ଦେଶ-ନାମା, ନିର୍ଦେଶନାମା, ମାର୍ଗପନ୍ଥା


ଅନ୍ୟ ଭାଷାରେ ଅନୁବାଦ :

मानक तैयार करने या कार्यविधि निर्धारण में मार्गदर्शन करने वाली विस्तृत योजना या स्पष्टीकरण।

बैंक अधिकारी ने नए दिशा-निर्देश भेजे हैं।
गाइडलाइन, दिशा निर्देश, दिशा-निर्देश, दिशानिर्देश

A detailed plan or explanation to guide you in setting standards or determining a course of action.

The president said he had a road map for normalizing relations with Vietnam.
guideline, road map