ଅର୍ଥ : ଯେଉଁଠାରେ କୌଣସି ବ୍ୟକ୍ତି ନଥାନ୍ତି ବା ବ୍ୟକ୍ତିମାନଙ୍କ ସଂଖ୍ୟା ବହୁତ କମ୍ଥାଏ
ଉଦାହରଣ :
ସାଧୁ ନିର୍ଜନ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି
ସମକକ୍ଷ : ଏକାନ୍ତ, ଜନଶୂନ୍ୟ, ନିଭୃତ, ବିଜନ, ଶୁନଶାନ୍
ଅନ୍ୟ ଭାଷାରେ ଅନୁବାଦ :
जहाँ कोई व्यक्ति न रहता हो या व्यक्तियों की संख्या बहुत ही कम हो।
महात्माजी निर्जन स्थान में रहना पसंद करते हैं।