ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିବେଦନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିବେଦନ କରିବା   କ୍ରିୟାପଦ

ଅର୍ଥ : ନମ୍ରତାପୂର୍ବକ କାହାକୁ କିଛି କହିବା

ଉଦାହରଣ : ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ମୋତେ ଘରକୁ ଯିବାକୁ ଦିଅନ୍ତୁ

ସମକକ୍ଷ : ଅନୁନୟ କରିବା, ଅନୁରୋଧ କରିବା, ପ୍ରାର୍ଥନା କରିବା, ବିନତୀ କରିବା, ବିନୟ କରିବା


ଅନ୍ୟ ଭାଷାରେ ଅନୁବାଦ :

नम्रतापूर्वक किसी से कुछ कहना।

मैं आपसे यह निवेदन करता हूँ कि मुझे घर जाने दीजिए।
अनुनय करना, अनुराधना, अनुरोध करना, अपील करना, दुआ करना, निवेदन करना, प्रार्थना करना, विनती करना, विनय करना

Ask for or request earnestly.

The prophet bid all people to become good persons.
adjure, beseech, bid, conjure, entreat, press

ଅର୍ଥ : ଅତ୍ୟାଚାର,ଦୁଃଖଆଦିରୁ ରକ୍ଷା ନିମନ୍ତେ ଡାକ ପକାଇବା

ଉଦାହରଣ : ସେ ନିଜ ଦଣ୍ଡ କମ୍‌ କରିବା ନିମନ୍ତେ ରାଷ୍ଟ୍ରପତିଙ୍କୁ ଗୁହାରି କଲା

ସମକକ୍ଷ : ଅପିଲ୍‌ କରିବା, ଗୁହାରି କରିବା


ଅନ୍ୟ ଭାଷାରେ ଅନୁବାଦ :

अत्याचार,दुख आदि से रक्षा के लिए पुकार मचाना।

उसने अपनी सज़ा कम कराने के लिए राष्ट्रपति से फ़रियाद की।
अपील करना, गुहार करना, गुहारना, दुहाई देना, फ़रियाद करना