ଅର୍ଥ : ଯିଏ ନିଦ୍ରାରେ ଅଛି ବା ଶୋଇଛି
ଉଦାହରଣ :
କୁମ୍ଭକର୍ଣ୍ଣ ଛଅ ମାସ କାଳ ନିଦ୍ରାମଗ୍ନ ରହୁଥିଲା ମା’ ଶୋଇଥିବା ପିଲାକୁ ଉଠାଉଛି
ସମକକ୍ଷ : ନିଦ୍ରାଗତ, ନିଦ୍ରିତ, ଶାୟିତ, ସୁପ୍ତ
ଅନ୍ୟ ଭାଷାରେ ଅନୁବାଦ :
जो निद्रा में हो या सोया हुआ हो।
माँ सोए बच्चे को जगा रही है।