ଅର୍ଥ : ଯେ ଶୀଘ୍ର ଶୀଘ୍ର ବା ବାରଂବାର ଆସେ
ଉଦାହରଣ :
ପ୍ରାୟ ଆସୁଥିବା ଅଭିଯୋଗରେ ମୁଁ ହଇରାଣ ହୋଇଗଲାଣି ମୋର ବାରଂବାର ଆସୁଥିବା ସାଙ୍ଗମାନଙ୍କ ମଧ୍ୟରୁ ରାମମୋହନ ଅନ୍ୟତମ
ସମକକ୍ଷ : ପ୍ରାୟ ଆସୁଥିବା, ବାରଂବାର ଆସୁଥିବା, ସଦାବେଳେ ଆସୁଥିବା, ସଦାସର୍ବଦା ଆସୁଥିବା
ଅନ୍ୟ ଭାଷାରେ ଅନୁବାଦ :
* जो जल्दी-जल्दी या बार-बार आता हो।
प्रायः आनेवाली शिकायतों से मैं परेशान हो गया हूँ।