ଅର୍ଥ : ସ୍ରାବ ନିମନ୍ତେ ନଳି ଆକାରର ସଂରଚନା ଯେଉଁଥିରେ କିଛି ତରଳ ପଦାର୍ଥ ରହିଥାଏ
ଉଦାହରଣ :
ଆମ ଶରୀରରେ କେତେ ପ୍ରକାରର ନାଡ଼ି ଥାଏ
ସମକକ୍ଷ : ନଳିକା, ବାହିନୀ ନଳିକା
ଅନ୍ୟ ଭାଷାରେ ଅନୁବାଦ :
A bodily passage or tube lined with epithelial cells and conveying a secretion or other substance.
The tear duct was obstructed.ଅର୍ଥ : ଶରୀରରୁ ହୃଦୟକୁ ରକ୍ତ ନେଉଥିବା ନାଡ଼ି
ଉଦାହରଣ :
ଡାକ୍ତର ନାଡ଼ି ପରୀକ୍ଷା କରୁଛନ୍ତି
ସମକକ୍ଷ : ରକ୍ତ ବାହିକା
ଅନ୍ୟ ଭାଷାରେ ଅନୁବାଦ :
शरीर से रक्त को हृदय तक लाने या ले जाने वाली नली।
वैद्यजी नस का परीक्षण कर रहे हैं।ଅର୍ଥ : ସମଗ୍ର ଶରୀରରେ ସୂକ୍ଷ୍ମ ସ୍ନାୟୁର ପରିବ୍ୟାପ୍ତ ଜାଲ ଯାହାଦ୍ୱାରା ସ୍ପର୍ଶ, ଶୀତ, ବେଦନାଆଦିକୁ ଅନୁଭବ କରାଯାଏ
ଉଦାହରଣ :
ନାଡ଼ି ଠିକ ଭାବରେ କାମ ନ କଲେ ପକ୍ଷାଘାତ ରୋଗହୁଏ
ଅନ୍ୟ ଭାଷାରେ ଅନୁବାଦ :