ଅର୍ଥ : ଯେଉଁଥିରେ ଲେଖିବାଲୋକଙ୍କ ନାମ ନଥାଏ
ଉଦାହରଣ :
ଆମକୁ ଆଜି ଗୋଟିଏ ବେନାମୀ ଚିଠି ମିଳିଲା
ସମକକ୍ଷ : ବେନାମୀ
ଅନ୍ୟ ଭାଷାରେ ଅନୁବାଦ :
Being or having an unknown or unnamed source.
A poem by an unknown author.ଅର୍ଥ : ବିନା ନାମଧାରୀ ବା ଯାହାର କୌଣସି ନାମ ନାହିଁ
ଉଦାହରଣ :
ରାମୁ ଅନାଥାଶ୍ରମରୁ ଜଣେ ପରିଚୟହୀନ ବାଳକକୁ କୋଳକୁ ନେଲେ
ଅନ୍ୟ ଭାଷାରେ ଅନୁବାଦ :
Being or having an unknown or unnamed source.
A poem by an unknown author.