ଅର୍ଥ : ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଯେଉଁଟି ମହାରାଷ୍ଟ୍ର ରାଜ୍ୟର ପରଭଣି ଜିଲ୍ଲାରେ ଅବସ୍ଥିତ
ଉଦାହରଣ :
ବିଶ୍ୱାସ କରାଯାଏ ଯେ ନାଗେଶ୍ୱରଙ୍କ ଦର୍ଶନମାତ୍ରେ ସମସ୍ତ ପ୍ରକାର ବିଷରୁ ରକ୍ଷା ମିଳେ
ସମକକ୍ଷ : ନାଗେଶ୍ୱର
ଅନ୍ୟ ଭାଷାରେ ଅନୁବାଦ :
बारह ज्योतिर्लिंगों में से एक जो महाराष्ट्र राज्य के परभणी जिले में स्थित है।
ऐसा माना जाता है कि नागेश्वर के दर्शन मात्र से हर प्रकार के विष से रक्षा होती है।