ଅର୍ଥ : କାହାର ରହିବା କିମ୍ବା କାହାକୁ ଦେଖାକରିବା ସ୍ଥାନକୁ ସୂଚିତ କରୁଥିବା ଯେଉଁ କଥା ଦ୍ୱାରା କାହାପାଖରେ ପହଞ୍ଚିହୁଏ ବା କାହାକୁ ପାଇହୁଏ
ଉଦାହରଣ :
ମୁଁ ତାର ଠିକଣା ଖୋଜି ସେଠାରେ ପହଞ୍ଚିଲି
ଅନ୍ୟ ଭାଷାରେ ଅନୁବାଦ :
किसी के रहने या मिलने के स्थान को सूचित करनेवाली वह बात जिससे किसी तक पहुँचा जाए या किसी को पा सकें।
मैं उसका पता ढूँढते हुए वहाँ पहुँचा।The place where a person or organization can be found or communicated with.
addressଅର୍ଥ : କୌଣସି ଲୋକର ନାଁ ଓ ଠିକଣା
ଉଦାହରଣ :
ମୁଣ୍ଡରେ ଗଭୀର ଆଘାତ ପାଇବାରୁ ସନ୍ତୋଷ ନିଜର ନାମଧାମ ଭୁଲିଗଲା
ଅନ୍ୟ ଭାଷାରେ ଅନୁବାଦ :
किसी का नाम और पता।
सिर पर गहरी चोट लगने के कारण संतोष अपना नामधाम भी भूल गया।Written directions for finding some location. Written on letters or packages that are to be delivered to that location.
address, destination, name and address