ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନକଟେସର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନକଟେସର   ବିଶେଷ୍ୟ

ଅର୍ଥ : ଫୁଲପାଇଁ ଲଗାଯାଉଥିବା ଏକ ଗଛ

ଉଦାହରଣ : ମାଳୀ ବଗିଚାରେ ନକଟେସର ଗଛ ଲଗାଉଛି

ସମକକ୍ଷ : ନକଟେସର ଗଛ


ଅନ୍ୟ ଭାଷାରେ ଅନୁବାଦ :

एक पौधा जो फूलों के लिए लगाया जाता है।

माली उपवन में नकटेसर लगा रहा है।
नकटेसर

ଅର୍ଥ : ଏକ ଗଛର ଫୁଲ

ଉଦାହରଣ : ମାଳୀ ନକଟେସର ଫୁଲ ମାଳ ତିଆରି କରୁଛି

ସମକକ୍ଷ : ନକଟେସର ଫୁଲ


ଅନ୍ୟ ଭାଷାରେ ଅନୁବାଦ :

एक पौधे का फूल।

माली नकटेसर की माला बना रहा है।
नकटेसर

Reproductive organ of angiosperm plants especially one having showy or colorful parts.

bloom, blossom, flower