ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ସ୍ଥିର ରହିନପାରି ଚଞ୍ଚଳଭାବେ କାମ କରେ ବା ଚଞ୍ଚଳ ଚିତ୍ତ ବାଲା
ଉଦାହରଣ : ମୋହନ ଜଣେ ଧୈର୍ଯ୍ୟହୀନ ବାଳକ, ସେ ଶାନ୍ତିରେ ଗୋଟିଏ ସ୍ଥାନରେ ବସିପାରେ ନାହିଁ
ସମକକ୍ଷ : ଅଧୀର, ଅଧୈର୍ଯ୍ୟବାନ, ଅନବସ୍ଥିତ, ଚଞ୍ଚଳ, ଚପଳ, ବାଳୁଙ୍ଗା
ଅନ୍ୟ ଭାଷାରେ ଅନୁବାଦ :हिन्दी
जो स्थिर न रहते हुए चंचलतापूर्ण काम करे या चंचल चित्त वाला।
ଅର୍ଥ : ଯାହାଠାରେ ଧୈର୍ଯ୍ୟ ନାହିଁ ବା ଧୈର୍ଯ୍ୟର ଅଭାବ ଅଛି
ଉଦାହରଣ : ଧୈର୍ଯ୍ୟ ରଖ, ଅଧୈର୍ଯ୍ୟ ହେଲେ କୌଣସି କାମ ହୋଇପାରେ ନାହିଁ
ସମକକ୍ଷ : ଅଧୈର୍ଯ୍ୟ
जिसमें धैर्य न हो या धैर्य का अभाव हो।
ସଂସ୍ଥାପନ କରନ୍ତୁ