ଅର୍ଥ : ଯାହା ପ୍ରବଳ ନୁହେଁ
ଉଦାହରଣ :
ଧୀର ବୁଦ୍ଧି ମଧ୍ୟ ପ୍ରଯତ୍ନ କଲେ ପ୍ରବଳ ହୋଇପାରେ ମୋ ବୁଦ୍ଧି ଅପ୍ରଖର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧୈର୍ଯ୍ୟ ରଖିବା ଲୋକ
ଉଦାହରଣ :
ଧୈର୍ଯ୍ୟଶୀଳ ବ୍ୟକ୍ତି ଧୈର୍ଯ୍ୟ ସହକାରେ କଠିନ କାର୍ଯ୍ୟ ଉପରେ ବିଜୟ କରିନିଏ
ସମକକ୍ଷ : ଧୈର୍ଯ୍ୟବାନ୍, ଧୈର୍ଯ୍ୟଶୀଳ, ଶାନ୍ତ
ଅନ୍ୟ ଭାଷାରେ ଅନୁବାଦ :
Enduring trying circumstances with even temper or characterized by such endurance.
A patient smile.