ଅର୍ଥ : ଟିଭି,ରେଡ଼ିଓ ଆଦି ମାଧ୍ୟମରେ ପ୍ରସାରିତ ହେଉଥିବା ସେହି ଘଟଣାକ୍ରମ ପ୍ରଧାନ ନାଟକ ଆଦି ଯାହା କୌଣସି ବିଶେଷ ଚରିତ୍ରର ଦୈନନ୍ଦିନ ଜୀବନକୁ ଦର୍ଶାଇ ଥାଏ
ଉଦାହରଣ :
ଟିଭିରେ ପ୍ରସାରିତ ହେଉଥିବା ସବୁ ଧାରାବାହିକ କାହାଣୀ ମୋତେ ପରସ୍ପରସହ ସମ୍ବନ୍ଧିତ ହେଲାଭଳି ଲାଗୁଛି
ସମକକ୍ଷ : ସିରିୟଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ନ ଅଟକି ଏକ ସୂତ୍ରରେ ଧାରାବାହିକ ରୂପେ ଚାଲୁଥାଏ
ଉଦାହରଣ :
ତାଙ୍କର ଧାରାବାହିକ ଲେଖା ପ୍ରତି ଶନିବାର ଖବରକାଗଜରେ ବାହାରୁଛି
ଅନ୍ୟ ଭାଷାରେ ଅନୁବାଦ :
In regular succession without gaps.
Serial concerts.ଅର୍ଥ : କ୍ରମରେ ଆସିଥିବା
ଉଦାହରଣ :
କ୍ରମାଗତ ହାରିବାପରେ ସେନାର ମନୋବଳ ଭାଙ୍ଗିଗଲା
ସମକକ୍ଷ : କ୍ରମାଗତ, ନିରନ୍ତର, ନିରବଚ୍ଛିନ
ଅନ୍ୟ ଭାଷାରେ ଅନୁବାଦ :
ठीक क्रम या बारी से आया हुआ।
दर्शकों ने क्रमागत खिलाड़ियों का तालियों से स्वागत किया।In regular succession without gaps.
Serial concerts.