ଅର୍ଥ : ହାତୀ ଉପରୁ ଚଳା ଯାଉଥିବା ଗୋଟିଏ ପ୍ରକାରର ବଡ଼ ତୋପ
ଉଦାହରଣ :
ପ୍ରାଚୀନ କାଳରେ ଯୁଦ୍ଧରେ ଧମାକାର ବ୍ୟବହାର ହେଉଥିଲା
ଅନ୍ୟ ଭାଷାରେ ଅନୁବାଦ :
हाथी पर से चलायी जानेवाली एक प्रकार की बड़ी तोप।
प्राचीन समय में युद्ध में धमाके का प्रयोग होता था।ଅର୍ଥ : ଗୋଳାବାରୁଦ ଆଦି ଫୁଟି ହେଉଥିବା ଶବ୍ଦ
ଉଦାହରଣ :
ଜୋରରେ ବିସ୍ଫୋଟନ ହେଲା ଏବଂ ଦେଖୁ ଦେଖୁ ଏକ ବିରାଟ ଅଟ୍ଟାଳିକା ମାଟିରେ ମିଶିଗଲାବମ୍ ବିସ୍ଫୋଟନ ଶୁଣି ଭିଡ଼ ଛିନ୍ନ-ଛତ୍ର ହୋଇଗଲା
ସମକକ୍ଷ : ବିସ୍ଫୋଟନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖୁବ ଜୋରରେ ଫୁଟିବାର ଶବ୍ଦ
ଉଦାହରଣ :
ବୋମା ଫୁଟିବା ମାତ୍ରେ ଧମାକା ହେଲା
ସମକକ୍ଷ : ପ୍ରଚଣ୍ଡଶବ୍ଦ ହେବା
ଅନ୍ୟ ଭାଷାରେ ଅନୁବାଦ :