ଅର୍ଥ : ଯେଉଁଥିରେ ଦୟାନାହିଁ
ଉଦାହରଣ :
କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା
ସମକକ୍ଷ : କଠୋର, କରୁଣାହୀନ, କ୍ରୁର, ନିର୍ଦ୍ଦୟ, ନିଷ୍ଠୁର, ନୃଶଂସ
ଅନ୍ୟ ଭାଷାରେ ଅନୁବାଦ :
जिसमें दया न हो।
कंस एक क्रूर व्यक्ति था, उसने वसुदेव और देवकी को कैदख़ाने में डाल दिया था।Without mercy or pity.
An act of ruthless ferocity.