ଅର୍ଥ : କାହା ଉପରେ ଅପରାଧର ଅଭିଯୋଗ, ଦୋଷ ବା ଆରୋପ ଲଗାଯିବାର କ୍ରିୟା
ଉଦାହରଣ :
ସେମାନେ ନିଜର ଦୋଷାରୋପ ପ୍ରମାଣିତ କରିପାରିଲେ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
(law) a formal accusation against somebody (often in a court of law).
An allegation of malpractice.ଅର୍ଥ : ମିଥ୍ୟା କହିବା ବା କଳଙ୍କ ବୋଳିବାର କାର୍ଯ୍ୟ
ଉଦାହରଣ :
କୁତ୍ସାରଟନା ଠାରୁ ଦୂରେଇ ରୁହ
ସମକକ୍ଷ : କୁତ୍ସାରଟନା, ବଦନାମ, ମିଥ୍ୟାରୋପ
ଅନ୍ୟ ଭାଷାରେ ଅନୁବାଦ :
An abusive attack on a person's character or good name.
aspersion, calumny, defamation, denigration, slanderଅର୍ଥ : କାହାରି ବ୍ୟବହାର, କାର୍ଯ୍ୟଆଦିରେ ଦୁଃଖୀ ହୋଇ ତାକୁ ବା ତାହାର କୌଣସି ସଂପର୍କୀୟକୁ ଉତ୍ପନ୍ନ ଦୁଃଖ ସମ୍ପର୍କରେ କହିବାର କ୍ରିୟା
ଉଦାହରଣ :
ମୋର ଆପଣଙ୍କ ବିଷୟରେ କିଛି ଅଭିଯୋଗ ନାହିଁ ,ଏବେ ଆପଣ ଯାଇପାରନ୍ତି ତାଙ୍କର ମିଛ ଅଭିଯୋଗରେ ମତେ ଗାଳି ଶୁଣିବାକୁ ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
किसी के व्यवहार,कार्य आदि से दुखी होकर उससे या उसके किसी संबंधित से उत्पन्न दुख कहने की क्रिया।
उसकी झूठी शिकायत से मुझे डाँट खानी पड़ी।An expression of grievance or resentment.
complaintଅର୍ଥ : କାହାରି ଉପରେ କୌଣସି ଦୋଷ ଲଗାଇବା ପ୍ରକ୍ରିୟା ବା ଏପରି କହିବା ପ୍ରକ୍ରିୟା ଯେ ଏହିବ୍ୟକ୍ତି ଏହି ଦୋଷ ବା ଅପରାଧ କରିଛି
ଉଦାହରଣ :
କାହାରି ଉପରେ ମିଥ୍ୟା ଦୋଷାରୋପ କରନାହିଁ
ଅନ୍ୟ ଭାଷାରେ ଅନୁବାଦ :
An assertion that someone is guilty of a fault or offence.
The newspaper published charges that Jones was guilty of drunken driving.