ଅର୍ଥ : କୌଣସି କଥାକୁ ସାହସର ସହିତ କହିବାର ଗୁଣ ଯେଉଁଥିରେ ସତ୍ୟତା ନିଶ୍ଚୟ ଭାବରେ ଉତ୍ପନ୍ନ ହୁଏ
ଉଦାହରଣ :
ମୁଁ ଏହାକୁ ଦୃଢ଼ତା ସହ କହିପାରିବି କି ଏଥିରେ ଭେଜାଲ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
किसी बात को कहने में वह साहस जो उसकी सच्चाई के निश्चय से उत्पन्न होता है।
मैं यह दावे के साथ कह सकता हूँ कि इसमें मिलावट है।ଅର୍ଥ : ଦୃଢ଼ ହେବାର ଅବସ୍ଥା ବା ଭାବ
ଉଦାହରଣ :
ରାମର ଏହି କାମ ହିଁ ଆମ ସଂପର୍କରେ ଦୃଢ଼ତା ଆଣିଲା
ସମକକ୍ଷ : ସ୍ଥିରତା
ଅନ୍ୟ ଭାଷାରେ ଅନୁବାଦ :
The trait of being resolute.
His resoluteness carried him through the battle.