ଅର୍ଥ : ଯାହା ସ୍ୱଚ୍ଛ ନୁହେଁ ବା ଯେଉଁଥିରେ ଦୋଷ ଅଛି
ଉଦାହରଣ :
ବିଦ୍ୟାଳୟକୁ ମଇଳା ଲୁଗା ପିନ୍ଧି ଆସିବା ଅନୁଚ୍ଚିତ ତାର ମନ ମଇଳା
ସମକକ୍ଷ : ମଇଳା
ଅନ୍ୟ ଭାଷାରେ ଅନୁବାଦ :
जो स्वच्छ न हो या जिस पर मैल, धूल आदि हों।
पाठशाला में मैले कपड़े पहनकर नहीं आना चाहिए।Soiled or likely to soil with dirt or grime.
Dirty unswept sidewalks.ଅର୍ଥ : ଯେଉଁଥିରେ ଦୋଷ ଅଛି
ଉଦାହରଣ :
ଦୂଷିତ ଜଳ ପାନ କଲେ ବହୁ ପ୍ରକାରର ରୋଗ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :