ଅର୍ଥ : ଶରୀରର ଗଣ୍ଠି ବା ଉଦ୍ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )
ଉଦାହରଣ :
ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
ସମକକ୍ଷ : ଭାଙ୍ଗିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୂତା ଭଳି ଦୁର୍ବଳ ଓ ପତଳା
ଉଦାହରଣ :
ନହନହକା ଶ୍ରମିକଜଣକ ବୋଝ ନେଇ ଚାଲି ପାରୁ ନଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କ୍ଷୀଣକାୟ ଶରୀର
ଉଦାହରଣ :
ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅତି ପତଳା(ଶରୀର)
ଉଦାହରଣ :
ସୂରଜ ଦୁର୍ବଳମୁହାଁ ସୁନ୍ଦର ଯୁବକ
ଅନ୍ୟ ଭାଷାରେ ଅନୁବାଦ :