ଅର୍ଥ : କୌଣସି ବସ୍ତୁ ବା ପଦାର୍ଥର ପରିମାଣର ଆଉ ସେତିକି ଅଧିକ
ଉଦାହରଣ :
ଦୁଇର ଦୁଇଗୁଣ ଚାରି ହୁଏ
ସମକକ୍ଷ : ଦିଗୁଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେତିକି ଅଛି ତାଠାରୁ ସେତିକି ଅଧିକ
ଉଦାହରଣ :
ଏହି ଦୋକାନୀ କେତେକ ଜିନିଷ ଦୁଇଗୁଣ ଦାମରେ ବିକ୍ରି କରୁଛି
ଅନ୍ୟ ଭାଷାରେ ଅନୁବାଦ :