ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦିବୋଦାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦିବୋଦାସ   ବିଶେଷ୍ୟ

ଅର୍ଥ : ମେନକା ନାମକ ଅପ୍ସରା ଗର୍ଭରୁ ଜନ୍ମ ହୋଇଥିବା ଜଣେ ପୌରାଣିକ ପୁରୁଷ

ଉଦାହରଣ : ଦିବୋଦାସ ଅହଲ୍ୟାଙ୍କ ଭାଇ ଥିଲେ


ଅନ୍ୟ ଭାଷାରେ ଅନୁବାଦ :

एक पौराणिक पुरुष जो मेनका नामक अप्सरा के गर्भ से उत्पन्न हुए थे।

दिवोदास अहिल्या के भाई थे।
दिवोदास

An imaginary being of myth or fable.

mythical being

ଅର୍ଥ : କାଶୀରେ ରାଜତ୍ୱ କରୁଥିବା ଜଣେ ଚନ୍ଦ୍ରବଂଶୀ ରାଜା ଯେ ଭୀମରଥଙ୍କ ପୁତ୍ର ଥିଲେ

ଉଦାହରଣ : ଦିବୋଦାସଙ୍କୁ ଧନ୍ୱନ୍ତରୀଙ୍କ ଅବତାର ରୂପେ ଗ୍ରହଣ କରାଯାଇଥାଏ


ଅନ୍ୟ ଭାଷାରେ ଅନୁବାଦ :

एक चंद्रवंशी राजा जो भीमरथ के पुत्र थे और काशी में राज्य करते थे।

दिवोदास धन्वन्तरि के अवतार माने जाते हैं।
दिवोदास

A prince or king in India.

raja, rajah