ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଦାସୀ ପ୍ରଥମ ଥରପାଇଁ ଶଶୁର ଘରଯାଉଥିବା ବିବାହିତା ସ୍ତ୍ରୀସହ ଯାଏ
ଉଦାହରଣ : ଦାସୀକୁ ବିବାହିତା ସ୍ତ୍ରୀର ଶଶୁରଘରେ ଅନେକ ସମ୍ମାନ ମିଳିଲା
ସମକକ୍ଷ : ପୋଇଲି
ଅନ୍ୟ ଭାଷାରେ ଅନୁବାଦ :हिन्दी
वह दासी जो पहले-पहल ससुराल जाने वाली विवाहिता के साथ जाती है।
ଅର୍ଥ : ଈଶ୍ୱର ବା ଦେବତା ଆଦିଙ୍କୁ ଭକ୍ତି କରୁଥିବା ସ୍ତ୍ରୀ
ଉଦାହରଣ : ମୀରା କୃଷ୍ଣଙ୍କ ପୂଜାରିଣୀ ଥିଲେ
ସମକକ୍ଷ : ଉପାସିକା, ପୂଜାରିଣୀ, ପୂଜାରୁଣୀ
वह स्त्री जो ईश्वर या देवता आदि की भक्ति करती है।
ଅର୍ଥ : ଘରର କାମଦାମ ତଥା ସେବା କରୁଥିବା ବ୍ୟକ୍ତି
ଉଦାହରଣ : ଆଜିକାଲିର କାର୍ଯ୍ୟରତ ମହିଳାମାନେ ଚାକରାଣୀମାନଙ୍କ ଉପରେ ଅଧିକ ନିର୍ଭର କରନ୍ତି
ସମକକ୍ଷ : ଚାକରାଣୀ, ନଉକରାଣୀ, ପରିଚାରିକା, ସେବିକା
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो घरेलू काम-काज तथा सेवा करती हो।
A female domestic.
ସଂସ୍ଥାପନ କରନ୍ତୁ