ଅର୍ଥ : ଯାହାର ପାଟିରେ ଦାନ୍ତ ନ ଥାଏ
ଉଦାହରଣ :
ବାର୍ଦ୍ଧକ୍ୟ ଆସିବାରୁ ଜେଜେ ପାକୁଆ ହୋଇଗଲେ
ସମକକ୍ଷ : ଦାନ୍ତଶୂନ୍ୟ, ପାକୁଆ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ମୁହଁରେ ଦାନ୍ତ ନାହିଁ
ଉଦାହରଣ :
ଦାନ୍ତହୀନ ଶିଶୁ ଖାଦ୍ୟକୁ ଗିଳିଦିଏ ନବଜାତ ଶିଶୁ ଦନ୍ତହୀନ
ଅନ୍ୟ ଭାଷାରେ ଅନୁବାଦ :