ଅର୍ଥ : ବହୁତ ଲୋକଙ୍କର ଏଭଳି ଝଗଡ଼ା ଯେଉଁଥିରେ ମାଡ଼ପିଟ ବି ହୁଏ
ଉଦାହରଣ :
ଛାତ୍ର ଉପଦ୍ରବରେ ଅସ୍ତବ୍ୟସ୍ତ ହୋଇ ପ୍ରଧାନଶିକ୍ଷକ ଅନିଶ୍ଚିତ କାଳପାଇଁ ବିଦ୍ୟାଳୟକୁ ବନ୍ଦ କରିଦେଲେ ଆପଣମାନେ ଅଯଥାରେ ଗଣ୍ଡଗୋଳ କରନ୍ତୁ ନାହିଁ ଚାରିଆଡେ ଅତ୍ୟାଚାର, ଉତ୍ପୀଡନ ବ୍ୟାପିଛି
ସମକକ୍ଷ : ଅତ୍ୟାଚାର, ଉତ୍ପାତ, ଉତ୍ପୀଡନ, ଉପଦ୍ରବ
ଅନ୍ୟ ଭାଷାରେ ଅନୁବାଦ :
बहुत से लोगों द्वारा की जाने वाली तोड़-फोड़, मार-पीट आदि।
छात्रों के उपद्रव से परेशान होकर प्रधानाचार्य ने अनिश्चित काल के लिए विद्यालय को बंद कर दिया।