ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ତାପମାନ ଖସିଲେ ଶରୀରରେ ହେଉଥିବା ସେ ଅନୁଭୂତି ଯେଉଁଥିରେ କପଡ଼ାଆଦି ଘୋଡ଼ିବା ବା ଖରା, ନିଆଁଆଦି ପୋଇଁବା ପାଇଁ ଇଚ୍ଛା ହୁଏ
ଉଦାହରଣ : ଆଜି ସକାଳୁ ମୋତେ ଥଣ୍ଡା ଲାଗୁଛି
ସମକକ୍ଷ : ଜାଡ଼, ଶୀତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
तापमान के गिरने से शरीर में होने वाली वह अनुभूति जिसमें कपड़े आदि ओढ़ने या धूप, आग, आदि तापने की इच्छा होती है।
The sensation produced by low temperatures.
ଅର୍ଥ : ଯାହା ଉଷ୍ଣ ନୁହେଁ
ଉଦାହରଣ : ବାଟୋଇ ନଦୀର ଥଣ୍ଡାପାଣି ପିଉଛି
ସମକକ୍ଷ : ଶୀତଳ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो उष्ण न हो।
ଅର୍ଥ : ଯେଉଁଥିରେ ଉତ୍ତେଜନା ନାହିଁ
ଉଦାହରଣ : ତାଙ୍କ ଥଣ୍ଡା ସ୍ୱାଗତଦ୍ୱାରା ମନ ଉଦାସ ହୋଇଗଲା
ସମକକ୍ଷ : ଉତ୍ତେଜନାଶୂନ୍ୟ, ଶୀତଳ
जिसमें आवेश न हो।
ଅର୍ଥ : ଯେଉଁଠାରେ ଥଣ୍ଡା ହୁଏ
ଉଦାହରଣ : କାଲିରାତିରେ ଥଣ୍ଡା ପବନ ବହୁଥିଲା
ଅର୍ଥ : ଯାହା ଜଳନ୍ତା ବା ଦାଉଦାଉ ହେଉ ନଥାଏ
ଉଦାହରଣ : ନିଆଁ ଧିରେଧିରେ ଥଣ୍ଡା ହୋଇଗଲା
ସମକକ୍ଷ : ଉପଶମିତ, ଦମିତ, ଶମିତ, ଶାନ୍ତ
जो जलता या दहकता हुआ न हो।
ଅର୍ଥ : ରଙ୍ଗ ସିଦ୍ଧାନ୍ତ ଅନୁସାରେ ଥଣ୍ଡା ପ୍ରଦାନକାରୀ
ଉଦାହରଣ : ନୀଳ ଗୋଟିଏ ଥଣ୍ଡା ରଙ୍ଗ
ସମକକ୍ଷ : ଶୀତ
रंग सिद्धांतानुसार ठंडक देने वाला।
(color) giving no sensation of warmth.
ଅର୍ଥ : ଯାହାର ସ୍ୱଭାବରେ କ୍ରୋଧ ବା ଆବେଶ ନଥାଏ
ଉଦାହରଣ : ରୋହିତର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ଭଲ ଲାଗେ
ସମକକ୍ଷ : ଶାନ୍ତ
जिसके स्वभाव में क्रोध या आवेश न हो।
ସଂସ୍ଥାପନ କରନ୍ତୁ