ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁଳୁଭାଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁଳୁଭାଷା   ବିଶେଷ୍ୟ

ଅର୍ଥ : କର୍ଣ୍ଣାଟକର କେତେକ ଅଞ୍ଚଳରେ ଓ ଉତ୍ତର କେରଳର କେତେକ ଅଞ୍ଚଳରେ କୁହାଯାଉଥିବା ଏକ ଭାଷା

ଉଦାହରଣ : ପୂର୍ବେ ତୁଲୁଭାଷାର ନିଜସ୍ୱ ଲିପି ହିଁ ଥିଲା

ସମକକ୍ଷ : ତୁଲୁ, ତୁଲୁଭାଷା, ତୁଳୁ


ଅନ୍ୟ ଭାଷାରେ ଅନୁବାଦ :

कर्नाटक के कुछ भागों और उत्तरी केरल के कुछ भागों में बोली जानेवाली एक भाषा।

पहले तुलु की अपनी ही लिपि थी।
तुलु, तुलु भाषा

A Dravidian language spoken by the Tulu.

tulu