ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁଳାଦାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁଳାଦାନ   ବିଶେଷ୍ୟ

ଅର୍ଥ : ଷୋହଳ ମହାଦାନ ମଧ୍ୟରୁ ଗୋଟିଏ ଯେଉଁଥିରେ କୌଣସି ମନୁଷ୍ୟର ଓଜନ ସହିତ ସମାନ ଅନ୍ନ ବା ଅନ୍ୟ ପଦାର୍ଥ ଦାନ କରାଯାଏ

ଉଦାହରଣ : ସେଠ୍‌ ମାଣିକଚନ୍ଦ୍ର ସୂର୍ଯ୍ୟଗ୍ରହଣ ଅବକାଶରେ ପଣ୍ଡିତମାନଙ୍କୁ ଚାଉଳର ତୁଳାଦାନ ଦେଲେ


ଅନ୍ୟ ଭାଷାରେ ଅନୁବାଦ :

सोलह महादानों में से एक जिसमें किसी मनुष्य की तौल के बराबर अन्न या दूसरे पदार्थ दान किए जाते हैं।

सेठ माणिकचंद्र ने सूर्य ग्रहण के अवसर पर पंडितों को चावल का तुलादान दिया।
तुलादान

Act of giving in common with others for a common purpose especially to a charity.

contribution, donation