ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାଳମୂଳୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାଳମୂଳୀ   ବିଶେଷ୍ୟ

ଅର୍ଥ : ହଳଦୀ ଜାତିର ଯେଉଁ ଗଛଟି କୃଷ୍ଣ ମୁଷଳୀ ଓ ଶ୍ୱେତ ମୁଷଳୀ ଏହି ଦୁଇ ପ୍ରକାରର ହୋଇଥାଏ ହଳଦୀ ଜାତିର ଏକ ଗଛ ଯାହା ଦୁଇ ପ୍ରକାରର ଯଥା କୃଷ୍ଣ ମୁଷଳୀ ଓ ଶ୍ୱେତ ମୁଷଳୀ

ଉଦାହରଣ : ମୁଷଳୀର ମୂଳ ଔଷଧ ରୂପେ ବ୍ୟବହୃତ ହୁଏ

ସମକକ୍ଷ : ମୁଷଳୀ


ଅନ୍ୟ ଭାଷାରେ ଅନୁବାଦ :

हल्दी की जाति का एक पौधा जो दो तरह का होता है, काली मुसली और सफेद मुसली।

मुसली की जड़ दवा के रूप में उपयोग होती है।
तालकंद, तालपत्रिका, तालमूलिका, तालमूली, मुसली, मूशली