ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାରାଗୃହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାରାଗୃହ   ବିଶେଷ୍ୟ

ଅର୍ଥ : ଗୋଲ ଛାତ ଆକୃତିର ଏକ ଘର ଯେଉଁଠି ଲୋକମାନଙ୍କୁ ଶିକ୍ଷିତ କରିବା ତଥା ସେମାନଙ୍କର ମନୋରଞ୍ଜନ ପାଇଁ ଗ୍ରହ ଏବଂ ତାରାଙ୍କର ଗତିଶୀଳ ଦୃଶ୍ୟ ସହିତ ରାତ୍ରକାଳୀନ ଆକାଶକୁ ଦେଖାଇବାପାଇଁ ବ୍ୟବସ୍ଥା କରାଯାଇଥାଏ

ଉଦାହରଣ : ଶିକ୍ଷୟତ୍ରୀ ଆଜି ପିଲାମାନଙ୍କୁ ପ୍ଲାନେଟୋରିୟମ ଦେଖାଇବାପାଇଁ ନେଇଯାଇଥିଲେ

ସମକକ୍ଷ : ପ୍ଲାନେଟୋରିୟମ


ଅନ୍ୟ ଭାଷାରେ ଅନୁବାଦ :

वह मकान जहाँ लोगों को शिक्षित करने या उनके मनोरंजन के लिए ग्रहों और तारों की गतिशील दृश्यों सहित रात्रिकालीन आकाश को दिखलाने के लिए गोल छत होती है।

शिक्षिका आज बच्चों को तारागृह ले गई थीं।
कृत्रिम नभमंडल, कृत्रिम नभमण्डल, तारा गृह, तारा घर, तारा-गृह, तारा-घर, तारागृह, ताराघर, प्लेनेटेरियम

A building housing an instrument for projecting the positions of the planets onto a domed ceiling.

planetarium