ଅର୍ଥ : (ଜ୍ୟୋତିର୍ବିଜ୍ଞାନ) ଉତ୍ତପ୍ତ ଗ୍ୟାସଗୁଡ଼ିକଦ୍ୱାରା ଗଠିତ ଯେଉଁ ଜ୍ୟୋତିର୍ମୟ ପିଣ୍ଡ ମଧ୍ୟବର୍ତ୍ତୀ ତାପନାଭିକୀୟ ପ୍ରତିକ୍ରିୟାର ଫଳସ୍ୱରୂପ ଶକ୍ତି ଜାତହୁଏ
ଉଦାହରଣ :
ସୂର୍ଯ୍ୟ ଗୋଟିଏ ତାରକା
ସମକକ୍ଷ : ତାରା
ଅନ୍ୟ ଭାଷାରେ ଅନୁବାଦ :
(astronomy) a celestial body of hot gases that radiates energy derived from thermonuclear reactions in the interior.
starଅର୍ଥ : ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ
ଉଦାହରଣ :
ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି
ଅନ୍ୟ ଭାଷାରେ ଅନୁବାଦ :
Any celestial body visible (as a point of light) from the Earth at night.
starଅର୍ଥ : ତାରା(*) ଭଳି ଚିହ୍ନ
ଉଦାହରଣ :
ଭୁଲ ଶବ୍ଦ ପୂର୍ବରୁ ତାରକା ଚିହ୍ନ ଲଗାଇ ଦିଅନ୍ତୁ
ସମକକ୍ଷ : ତାରକା ଚିହ୍ନ
ଅନ୍ୟ ଭାଷାରେ ଅନୁବାଦ :
सितारे (*) की तरह का चिह्न।
गलत शब्दों के आगे सितारा लगा दें।ଅର୍ଥ : ଚନ୍ଦ୍ରଙ୍କ ପଥରେ ପଡ଼ୁଥିବା ସତେଇଶଟି ସ୍ଥିର ତାରାପୁଞ୍ଜ ଯାହାଙ୍କର ଭିନ୍ନଭିନ୍ନ ରୂପ ବା ଆକାର ମାନିନିଆଯାଇଛି ଓ ଯେଉଁମାନଙ୍କର ଅଲଗା ଅଲଗା ନାମ ରହିଛି
ଉଦାହରଣ :
ନକ୍ଷତ୍ରମାନଙ୍କ ସଂଖ୍ୟା ସତେଇଶ
ଅନ୍ୟ ଭାଷାରେ ଅନୁବାଦ :
A configuration of stars as seen from the earth.
constellationଅର୍ଥ : ଯେଉଁ ସମତଳ ଆକୃତିରେ ପାଞ୍ଚ ବା ତାଠାରୁ ଅଧିକ କୋଣ ରହିଛି
ଉଦାହରଣ :
ତାରକାକୁ ବିଶେଷକରି ପ୍ରତୀକରୂପେ ବ୍ୟବହୃତ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
A plane figure with 5 or more points. Often used as an emblem.
star