ଅର୍ଥ : ନିଜନିଜ ମଧ୍ୟରେ ହେଉଥିବା ଆକ୍ଷେପ ବା ଉଚ୍ଚବାଚ
ଉଦାହରଣ :
ବାପ ଓ ପୁଅଙ୍କ ମଧ୍ୟରେ ସବୁଦିନେ ପାଟିତୁଣ୍ଡ ହେଉଛି
ସମକକ୍ଷ : ଉଚ୍ଚବାଚ, କଳି, ଝଗଡ଼ା, ପାଟିତୁଣ୍ଡ, ଯୁକ୍ତିତର୍କ, ହଟ୍ଟଗୋଳ
ଅନ୍ୟ ଭାଷାରେ ଅନୁବାଦ :
Witty language used to convey insults or scorn.
He used sarcasm to upset his opponent.ଅର୍ଥ : ଶାସ୍ତ୍ରୀୟ ବିଷୟ ଉପରେ ପାରସ୍ପରିକ ବାଦ ବିବାଦ
ଉଦାହରଣ :
ଅଷ୍ଟବକ୍ର ରାଜା ଜନକଙ୍କ ସଭାରେ ଉପସ୍ଥିତ ବଡ଼ବଡ଼ ବିଦ୍ୱାନଙ୍କସହିତ ତର୍କବିତର୍କ କଲେ
ସମକକ୍ଷ : ତର୍କ, ବାଦାନୁବାଦ, ବିତର୍କ
ଅନ୍ୟ ଭାଷାରେ ଅନୁବାଦ :
शास्त्रीय विषयों में परस्पर होने वाला वाद-विवाद।
अष्टावक्र ने राजा जनक की सभा में उपस्थित बड़े-बड़े विद्वानों से वाद-प्रतिवाद किया।A discussion in which reasons are advanced for and against some proposition or proposal.
The argument over foreign aid goes on and on.ଅର୍ଥ : ଏକାଠି ବସି କୌଣସି ପ୍ରସଙ୍ଗ ଉପରେ ତର୍କ ବିତର୍କ କରିବା
ଉଦାହରଣ :
ରାମ ଏବଂ ଶ୍ୟାମ ଅନାବଶ୍ୟକ ସମସ୍ୟାକୁ ନେଇ ଯୁକ୍ତିତର୍କ କରୁଛନ୍ତି
ସମକକ୍ଷ : ବାଦବିବାଦ, ବିତଣ୍ଡା, ଯୁକ୍ତିତର୍କ
ଅନ୍ୟ ଭାଷାରେ ଅନୁବାଦ :
एक साथ बैठकर किसी मुद्दे आदि पर तर्क वितर्क करना या उस मुद्दे पर सहमत न होना।
राम और श्याम अनावश्यक मसले पर वाद विवाद कर रहे हैं।