ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତରହା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତରହା   ବିଶେଷ୍ୟ

ଅର୍ଥ : ଛାଞ୍ଚ ତିଆରି ପାଇଁ ଯେଉଁ କନା ଉପରେ ମାଟି ପକାଯାଏ

ଉଦାହରଣ : ତରହା ବିଛାଇ ମେକୁ ତା ଉପରେ ମାଟି ରଖୁଛି


ଅନ୍ୟ ଭାଷାରେ ଅନୁବାଦ :

वह कपड़ा जिस पर साँचा बनाने के लिए मिट्टी फैलाते हैं।

मैकू तरहा बिछाकर उस पर मिट्टी रख रहा है।
तरहा

ଅର୍ଥ : କୂଅ ଖୋଳା ସମୟରେ ବ୍ୟବହାର ହେଉଥିବା ଗୋଟିଏ ମାପ

ଉଦାହରଣ : ଏକ ତରହା ପ୍ରାୟ ଏକହାତ ସହିତ ସମାନ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

एक माप जो कुएँ की खुदाई करते समय उपयोग में लाई जाती है।

एक तरहा लगभग एक हाथ के बराबर होता है।
तरहा