ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତତ୍ସମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତତ୍ସମ   ବିଶେଷ୍ୟ

ଅର୍ଥ : କୌଣସି ଭାଷା ବିଶେଷତଃ ସଂସ୍କୃତର ଯେଉଁ ଶବ୍ଦ ଅନ୍ୟ ଭାଷାରେ ବା ଦେଶୀ ଭାଷାରେ ତାହାର ମୂଳରୂପରେ ବା ଅବିକଳରୂପରେ ବ୍ୟବହାର ହୋଇଥାଏ

ଉଦାହରଣ : ଓଡ଼ିଆରେ ସୂର୍ଯ୍ୟ, ପୃଥ୍ୱୀ ଆଦି ତତ୍ସମ ଶବ୍ଦ

ସମକକ୍ଷ : ତତ୍ସମ ଶବ୍ଦ


ଅନ୍ୟ ଭାଷାରେ ଅନୁବାଦ :

किसी भाषा का, विशेषतः संस्कृत का, वह शब्द जिसका व्यवहार दूसरी अथवा देशी भाषाओं में उसके मूल रूप में या ज्यों -का-त्यों हो।

हिन्दी में सूर्य, पृथ्वी आदि तत्सम शब्द हैं।
तत्सम, तत्सम शब्द