ଅର୍ଥ : ମାଟି-ପଥରର କିଛି ବାହାରି ପଡ଼ିଥିବା ଭୂଭାଗ
ଉଦାହରଣ :
ସେ ମୁଣ୍ଡିଆ ଉପରେ ଠିଆ ହୋଇ ମୋତେ ଡାକ ପକାଉଥିଲା
ଅନ୍ୟ ଭାଷାରେ ଅନୁବାଦ :
(usually plural) a rolling treeless highland with little soil.
downଅର୍ଥ : କୌଣସି ବସ୍ତୁ, ସ୍ଥାନଆଦିର ଉପର ଭାଗ
ଉଦାହରଣ :
ବଢ଼ି ଦାଉରୁ ରକ୍ଷା ପାଇବାପାଇଁ ସେ ଗାଁର ସବୁଠୁ ଉଚ୍ଚ ସ୍ଥାନରେ ନିଜର କୁଡ଼ିଆ ତିଆରି କଲା
ସମକକ୍ଷ : ଉଚ୍ଚଭାଗ, ଉଚ୍ଚସ୍ଥାନ, ଉପରିଭାଗ, ଶିଖରଭାଗ, ଶିରୋଭାଗ, ଶୀର୍ଷ, ଶୀର୍ଷସ୍ଥାନ
ଅନ୍ୟ ଭାଷାରେ ଅନୁବାଦ :
किसी वस्तु, स्थान आदि के ऊपर का भाग।
उसने बाढ़ से बचने के लिए गाँव के सबसे ऊपरी भाग में अपनी कुटिया बनाई।The upper part of anything.
The mower cuts off the tops of the grass.ଅର୍ଥ : ଯେଉଁ ଲମ୍ବା-ଚୌଡ଼ା ଉଞ୍ଚା ଜମି ଆଖପାଖ ଅନ୍ୟ ଜମି ତୁଳନାରେ ଅଧିକ ଉଞ୍ଚା
ଉଦାହରଣ :
ଏହି ଜମିରେ ଅଧିକ କୁଦ ଅଛି
ଅନ୍ୟ ଭାଷାରେ ଅନୁବାଦ :
वह लम्बा-चौड़ा ऊँचा मैदान जो आस-पास की किसी ओर की ज़मीन से बहुत ऊँचाई पर हो।
इस क्षेत्र में पठारों की अधिकता है।