ଅର୍ଥ : କଠିନ ଆବରଣ ବିଶିଷ୍ଟ ଗୋଟିଏ ମାତ୍ର ବଡ଼ ମଞ୍ଜିଥିବା ଗୋଟିଏ ଫଳ
ଉଦାହରଣ :
ଆମ୍ବ ଖାଇବାପରେ ସେ ଟାକୁଆକୁ ଘର ପଛପଟେ ଲଗାଇଦେଲା
ସମକକ୍ଷ : ଟାଙ୍କୁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭିଣା ଯାଇଥିବା ତୁଳାକୁ କାଠିରେ ଗୁଡ଼ାଇ ତିଆରି କରାଯାଇଥିବା ବଣ୍ଡଲ ବା ଗୋଲା ଯେଉଁଥିରୁ ସୂତା କଟାଯାଏ
ଉଦାହରଣ :
ମା ଟାକୁଆରେ ସୂତା କାଟୁଛି
ଅନ୍ୟ ଭାଷାରେ ଅନୁବାଦ :
Coils of worsted yarn.
skein