ଅର୍ଥ : ତୋଫାନଠାରୁ କମ ହୋଇଥିବା ପ୍ରବଳ ପବନର ଝଲକା
ଉଦାହରଣ :
ରହିରହି ଝଡ଼ି ହେଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କିଛି ସମୟପର୍ଯ୍ୟନ୍ତ ଲଗାତରଭାବେ ହେଉଥିବା ବର୍ଷା
ଉଦାହରଣ :
କୁହାଯାଏ ଯେ ଶନିବାରରେ ଆରମ୍ଭ ହେଉଥିବା ଝଡିବର୍ଷା ଶନିବାର ପର୍ଯ୍ୟନ୍ତ ଚାଲିଥାଏ ଝଡ଼ି ଥମୁ ନାହିଁ
ସମକକ୍ଷ : ଅନବରତ ବର୍ଷା
ଅନ୍ୟ ଭାଷାରେ ଅନୁବାଦ :
कुछ समय तक लगातार होनेवाली वर्षा।
कहते हैं कि शनिवार की लगी झड़ी अगले शनिवार तक चलती है।