ଅର୍ଥ : ଭୀଷଣ ଚମକହେତୁ ଆଖି ଝିଲମିଲ ହୋଇଯିବା
ଉଦାହରଣ :
ଅନ୍ଧାର କୋଠରୀରୁ ବାହାରି ପ୍ରଚଣ୍ଡ ଖରାକୁ ଆସିଲେ ଆଖି ଝଲସିଯାଏ
ସମକକ୍ଷ : ଜଳକା ହୋଇଯିବା
ଅନ୍ୟ ଭାଷାରେ ଅନୁବାଦ :
तेज चमक के सामने आँखें झिलमिलाना।
अंधेरे कमरे से निकलकर अगर तेज़ धूप में जाएँ तो आँखें चौंधिया जाती है।