ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସବୁବେଳେ ବହୁଥିବା ପାଣିର ଛୋଟ ଧାର
ଉଦାହରଣ : ଏହା ମିଠା ପାଣିର ଝରଣା
ଅନ୍ୟ ଭାଷାରେ ଅନୁବାଦ :हिन्दी English
लगातार बहनेवाली पानी की छोटी धारा।
A natural body of running water flowing on or under the earth.
ଅର୍ଥ : ଶସ୍ୟଆଦି ଚଲାଇବାପାଇଁ ଏକ ପ୍ରକାରର ଚାରି କୋଣିଆ ବଡ଼ ଚାଲୁଣୀ
ଉଦାହରଣ : ସେ ଝରଣାରେ ଯଅ ଚଲାଉଛି
ସମକକ୍ଷ : ବଡ଼ଚଲା, ବଡ଼ଚାଲୁଣୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
अनाज आदि छानने की एक प्रकार की चौकोर बड़ी छलनी।
ଅର୍ଥ : ଉଚ୍ଚ ସ୍ଥାନରୁ ପଡ଼ୁଥିବା ଜଳପ୍ରପାତ
ଉଦାହରଣ : ଝରଣା ପ୍ରକୃତିର ଅନୁପମ ଦାନ
ସମକକ୍ଷ : ଜଳ ପ୍ରପାତ, ଝର, ଝରୀ, ନିର୍ଝର, ପ୍ରପାତ
ऊँचे स्थान से गिरने वाला जलप्रवाह।
A steep descent of the water of a river.
ସଂସ୍ଥାପନ କରନ୍ତୁ