ଅର୍ଥ : ଜନ୍ମଠାରୁ ମୃତ୍ୟୁଯାଏଁ ବିଭିନ୍ନ ଅବସ୍ଥାଗୁଡ଼ିକର ଶୃଙ୍ଖଳା ବା କ୍ରମ
ଉଦାହରଣ :
ପ୍ରତ୍ୟେକ ଜୀବର ଜୀବନଚକ୍ର ଅଲଗା ଅଲଗା
ସମକକ୍ଷ : ଜୀବନ ଅବସ୍ଥା, ଜୀବନ ପର୍ଯ୍ୟାୟ
ଅନ୍ୟ ଭାଷାରେ ଅନୁବାଦ :
जन्म लेने से मृत्यु तक की विभिन्न अवस्थाओं की शृंखला या क्रम।
हर जीव का जीवनचक्र अलग-अलग होता है।A series of stages through which an organism passes between recurrences of a primary stage.
life cycleଅର୍ଥ : ହିନ୍ଦୁ ଧର୍ମାନୁସାରେ ଜନ୍ମ ଜନ୍ମାନ୍ତରର କ୍ରମ
ଉଦାହରଣ :
ମୋକ୍ଷ ନ ମିଳିବା ପର୍ଯ୍ୟନ୍ତ ଜୀବନଚକ୍ର ଗତି କରୁଥାଏ
ସମକକ୍ଷ : ଜୀବଚକ୍ର, ଜୀବନ ଯାତ୍ରା
ଅନ୍ୟ ଭାଷାରେ ଅନୁବାଦ :
हिन्दू धर्मानुसार जन्म-जन्मांतर का क्रम।
मोक्ष न मिलने तक जीवनचक्र चलते रहता है।