ଅର୍ଥ : ଗୋଟିଏ ଚିରହରିତ୍ ଗଛର ଫଳ ଯାହା ବାଇଗଣୀ ବା କଳା ରଙ୍ଗର ହୋଇଥାଏ
ଉଦାହରଣ :
ସେ ଜାମୁ ଖାଉଛି ମଧୁମେହ ରୋଗୀମାନେ ଜାମୁ ଖାଇବା ଆବଶ୍ୟକ
ସମକକ୍ଷ : ଜାମୁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ଚିରହରିତ୍ ଗଛ ଯାହାର ଫଳ ବାଇଗଣୀ ବା କଳା ହୋଇଥାଏ
ଉଦାହରଣ :
ତା ବଗିଚାରେ ପାଞ୍ଚୋଟି ଜାମୁ ଗଛ ଅଛି
ଅନ୍ୟ ଭାଷାରେ ଅନୁବାଦ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
tree